ମନ କିଣାକିଣି
ଦେଖଣା
ମନ କିଣାକିଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ କିଣାକିଣି
|
(ମନ ବିକାବିକି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଐକାନ୍ତିକ ସ୍ନେହର ପରସ୍ପର ଆଦାନ ପ୍ରଦାନ —Exchange of mutual attachment, love or affection.
ବିଶେଷଣ -
[ସମ୍ପାଦନା]ପରସ୍ପର ପ୍ରତି ଏକାନ୍ତ ଆସକ୍ତ — Fondly attached to each other.