Jump to content

ମନ କୁଣ୍ଢେ ମୋଟ ହେବା

ଉଇକିଅଭିଧାନ‌ରୁ

ମନ କୁଣ୍ଢେ ମୋଟ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନକୁ ଲଙ୍ଗଳ ଦଉଡ଼ି ନ ପାଇବା, ମନ ଫୁଲିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ମନୁଷ୍ୟ) ଗର୍ବସ୍ଫୀତା ହେବା —୧. Being swollen with pride.
୨. ମନ ଆନନ୍ଦରେ ନାଚି ଉଠିବା; ହର୍ଷୋତ୍ଫଲ୍ଲ ହେବା —୨. Being beside oneself with joy.