ମନ ଖୋଲିବା
ଦେଖଣା
ମନ ଖୋଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ମନ ଫିଟି(ଟେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ - (ସଂସ୍କୃତ - ମନଃ+ଫାରାସୀ - ଖୁଲନା)
[ସମ୍ପାଦନା]ହୃଦୟଗତ ଭାବକୁ ଅନ୍ୟ ଆଗରେ ସରଳ ଭାବରେ ପ୍ରକାଶ କରିବା —To open one's heart to another; to frankly speak out one's thought to another.
(ଉ—ତା ପରେ ସେ ମନ ଖୋଲି ହନୂକୁ ରାମ ଲକ୍ଷ୍ମଣଙ୍କର ସବୁ ଖବର ପଚାରିଲେ ନୀଳକଣ୍ଠ ପିଲାଙ୍କ ରାମାୟାଣ)