Jump to content

ମନ ଖୋଲି ଯିବା

ଉଇକିଅଭିଧାନ‌ରୁ

ମନ ଖୋଲି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ଫାରାସୀ - ଖୁଲନା)

[ସମ୍ପାଦନା]
୧. ସରଳ ଭାବରେ ମନୋଭାବର ପ୍ରକାଶ; ମନୋରତ କଥାର ବାହାରେ ପ୍ରକାଶ — ୧. Speaking out one's mind.
୨. ମନରେ ଥିବା ସନ୍ଦେହ ବା ଆଶଙ୍କାର ଦୂରୀଭାବ — ୨. Removal of any doubt or fear from the mind.