ମନ ଘେନିବା
ଦେଖଣା
ମନ ଘେନିବା
ଉଚ୍ଚାରଣ
[ସମ୍ପାଦନା][ମନ ଘେନା(ନେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ମନ ଘେନିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ରାଜି କାରାଇବା; ସମ୍ମତ କରାଇବା — ୧. To make one agree.
- ୨. ପ୍ରସନ୍ନ କରାଇବା; ଅନ୍ୟର ମନ ମୁତାବକ କାର୍ଯ୍ୟ କରି ତାଙ୍କୁ ସନ୍ତୁଷ୍ଟ କରିବା — ୨. To please a person by acting according to his wishes.
(ଉ—ଏହି ରୂପରେ ଧୃତରାଷ୍ଟ୍ରଙ୍କୁ ଶକୁନି, କହିବାରେ ଗଲେ ତାଙ୍କର ମନ ଘେନି କୃଷ୍ଣସିଂହ. ମହାଭାରତ ବନ)