ମନ ଚଗଲେଇବା
(ମନ ଚଗଲା କରିବା—ଅନ୍ୟରୂପ)
କୌଣସି ବିଷୟ ପ୍ରତି ମନୋ— ଯୋଗ ନ ଦେଇ ମନକୁ ଏଣେ ତେଣେ ଖେଳାଇବା; ମନକୁ ବିକ୍ଷିପ୍ତ କରିବା — To cause one's mind to wander away from a matterr.