ମନ ଚଞ୍ଚଳ
(ମନ ଅଥୟ, ମନ ଅସ୍ଥିର—ଅନ୍ୟରୂପ)
ଚିତ୍ତ ଚାଞ୍ଚଲ୍ୟ; ପ୍ରେମ, ଚିନ୍ତା ବା ଭୟ ଆଦି ଯୋଗୁଁ ମନର ଅସ୍ଥିରତା ବା ଚାଞ୍ଚଲ୍ୟ —Mental restlessness on account of love, anxiety or fear.