Jump to content

ମନ ଚାହିବା

ଉଇକିଅଭିଧାନ‌ରୁ

ମନ ଚାହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅନ୍ୟର ମନର ଭାବକୁ ଅନୁସରଣ କରିବା — To meet one's accord; to follow to please.

(ଉ—ପତିର ମନ ଚାହିଁ କହୁଥାଏ କଥା କୃଷ୍ଣସିଂହ. ମହାଭାରତ. ବିରାଟ)

=== ଦେଶଜ - ବିଶେଷ୍ୟ -

କୌଣସି ବିଷୟ ମନରେ ଆକାଙ୍କ୍ଷା କରିବା — Hankering after a thing.