Jump to content

ମନ ଚୋରା

ଉଇକିଅଭିଧାନ‌ରୁ

ମନ ଚୋରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନସ୍+ଚୌର)

[ସମ୍ପାଦନା]

ଚିତ୍ତ ଚୋର; ପ୍ରିୟତମ ଲୋକ; ପ୍ରଣୟୀ ବ୍ୟକ୍ତି —Lover; one's beloved person

ଦେଶଜ - ବିଶେଷଣ -

[ସମ୍ପାଦନା]

ମନୋମୋହକର — Enchanting; very charming.