ମନ ଜଗିବା
ଦେଖଣା
ମନ ଜଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ଜଗା[ଗେ]ଇବା, ମନ ଯୋଗା(ଗେ)ଇବା, ମନରଞ୍ଜିବା, ମନ ରକ୍ଷା କରିବା, ମନ ରଖିବା—ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅନ୍ୟର ମନୋଗତି ଭାବକୁ ରକ୍ଷା କରିବା କାର୍ଯ୍ୟ କରିବା; ସନ୍ତୁଷ୍ଟ କରିବା —To please a person; to act in such a manner that the person concerned will be pleased or humoured; to humour a person by acts and words.
[ଉ—ତୁ କେବଳ ଭକ୍ତ— ବତ୍ସଳ, ଉକ୍ତ ମନ ରଖିବାକୁ ସଦା ବ୍ୟାକୁଳା ନୀଳମଣି ଆତ୍ମା ନିବେଦନ]