Jump to content

ମନ ଜଳିଯିବା

ଉଇକିଅଭିଧାନ‌ରୁ

ମନ ଜଳିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମନ ପୋଡ଼ିଯିବା, ମନ ପୋଡ଼ିଯିବା, ମନ ଜଳିବାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ଜଳ. ଧାତୁ)

[ସମ୍ପାଦନା]
୧. ଅନ୍ତର୍ଦାହ ଉପସ୍ଥିତ ହେବା —୧. Heart burning.
୨. ଗୁରୁତର ପଶ୍ଚାତ୍ତାପ —୨. Grave repentance.
୩. ଗୁରୁତର ବିରକ୍ତି — ୩. Grave displeasure.