ମନ ଜାଣିବା
ଦେଖଣା
ମନ ଜାଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ମନସ୍+ଜ୍ଞା. ଧାତୁ)
[ସମ୍ପାଦନା]ପରର ମନୋଗତ ଭାବ ବୁଝି ପାରିବା —To understand another's mind.
[ଉ—ଆହେ ଯୁଧିଷ୍ଠିର ତୁମ୍ଭର ଜାଣି ମନ, ଏଠାକୁ ସୁଇଚ୍ଛାରେ ଆସିଲି ବହନ କୃଷ୍ଣସିଂହ— ମହାଭାରତ ବନ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସାକ୍ଷାତ୍ ଅନୁଭୂତି — Direct experience.