Jump to content

ମନ ଜ୍ଞାନ

ଉଇକିଅଭିଧାନ‌ରୁ

ମନ ଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

(ମନତତ୍ତ୍ୱ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର; ମନଃ+ଜ୍ଞାନ)

[ସମ୍ପାଦନା]
୧. ମନ ଓ କଳ୍ପନା; ମନ ଓ ବୁଦ୍ଧି —୧. Thought and knowledge.
୨. ମନୋଯୋଗ —୨. Attention.