Jump to content

ମନ ଟାଣିବା

ଉଇକିଅଭିଧାନ‌ରୁ

ମନ ଟାଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନ+ତନ ଧାତୁ)

[ସମ୍ପାଦନା]
୧. କୌଣସି ବିଷୟ ପ୍ରତି ଅନ୍ୟର ମନକୁ ଆକୃଷ୍ଟ କରିବା — ୧. To attract another's mind to a certain matter.
୨. ଅନ୍ୟର ପ୍ରେମକୁ ନିଜ ପ୍ରତି ଆକର୍ଷଣ କରିବା —୨. To attract another's mind or love to one's self.