Jump to content

ମନ ଡାକିବା

ଉଇକିଅଭିଧାନ‌ରୁ

ମନ ଡାକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବସ୍ତୁ ବା କାର୍ଯ୍ୟ ପାଇଁ ମନରେ ଆକାଙ୍କ୍ଷା ଜାତ ହେବା —୧. having a yearning or desire for something; wishing for somethings.
୨. କୌଣସି ବିଷୟ ଘଟିବା ବୋଲି ମନରେ ଆଶା ଜାଗ୍ରତ ହେବା —୨. Expectation or anticipation of something.

[ଉ—ଆହା ମନ ମୋର ଡାକୁଥିଲା ଯାହା, ସେହି ତା ଘଟିଲା ଫଳେ ରାଧାନାଥ. ପାର୍ବତୀ]