ମନ ଦୃଢ଼ କରିବା
ଦେଖଣା
ମନ ଦୃଢ଼ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ଦୃଢ଼ କରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମନସ୍+ଦୃଢ଼)
[ସମ୍ପାଦନା]- ୧. ଦୃଢ଼ ସଂକଳ୍ପ କରିବା —୧. To form a strong determination or fixed resolve.
- ୨. ଅଟଳ ବିଶ୍ୱାସ କରିବା — ୨. To have a firm faith or belief.
[ଉ—ମନ ଦୃଢ କଲେ ଗଡ଼ିଆ ଗଙ୍ଗା—ପ୍ରବଚନ]