Jump to content

ମନ ଦେବା

ଉଇକିଅଭିଧାନ‌ରୁ

ମନ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମନ ଗଳେଇବା (ଦେଖ) - —୧. Mana gaḻeibā (See)

[ଉ—ମୋ— ଠାରୁ ଶୁଣ ଭଲ କରି ମନ ଦେଇ କୃଷ୍ଣସିଂହ. ମହାଭାରତ. ବନ]

୨. ଆଦର କରିବା — ୨. To like; to have a liking for.

[ଉ— ନିମ୍ୱଦଳ ଦ୍ରବେ ଦେଇ ମନ, ସୁଧା ଧାରା ସୁଧା ଧାରାତଳେ, ଦେଲୁତ ଅଜାଡ଼ିରେ କବିସୂର୍ଯ୍ୟ. ସଙ୍ଗୀତ]

୩. କୌଣସି କାର୍ଯ୍ୟରେ ମନୋନିବେଶ କରିବା —୩. To closely apply one's mind to any particular object.