Jump to content

ମନ ଧରା

ଉଇକିଅଭିଧାନ‌ରୁ

ମନ ଧରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ଧୃ ଧାତୁ)

[ସମ୍ପାଦନା]

ଅନ୍ୟର ଇଚ୍ଛା ଅନୁସାରେ କାର୍ଯ୍ୟ କରି ତାର ସନ୍ତୋଷ ଉତ୍ପାଦନ — Pleasing a person by acting according to his desire; humouring a person; captivating.

[ଉ— ତୋତେ ତ ଗୋଚର, ପେଶି ଶିଶୁଚର, ଯେତେ ରୂପ ମନ ଧରା କବିସୂର୍ଯ୍ୟ. ସଙ୍ଗୀତ]