ମନ ଧାଇଁବା
ଲାଳାୟିତ ହେବା; କୌଣସି ବିଷୟ ପ୍ରତି ମନରେ ପ୍ରବଳ ଇଚ୍ଛା ଜନ୍ମିବା —Hankering after a particular thing.
[ଉ—ଦରଦ୍ର ନିଧିଙ୍କ ଦ୍ୟୁତି, ଦେଖୁଥିଲେ ଦେଖୁଥିବାକୁ ମୋ ମନ, ଧାଉଁଥାଏ ନିତି ନିତି—କବିସୂର୍ଯ୍ୟ. ସଙ୍ଗୀତ]