Jump to content

ମନ ନେବା

ଉଇକିଅଭିଧାନ‌ରୁ

ମନ ନେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନ ଝଳେଇବା, ମନ ତୋଷିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନସ୍+ନୀ ଧାତୁ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ସନ୍ତୁଷ୍ଟ କରିବା —୧. To please a person.
୨. ମୁଗ୍ଧ କରିବା —୨. To enchant; to fascinate.
୩. ପ୍ରସ୍ତାବିତ କାର୍ଯ୍ୟରେ କୌଣସି ବ୍ୟକ୍ତିର ସହାନୁଭୂତି ଅଛି କି ନାହିଁ, ଏହା ପରୀକ୍ଷାପୂର୍ବକ ସ୍ଥିର କରିବା —୩. To ascertain after testing whether one has sympathy for any proposal.