ମନ ପତଳା କରିବା
ଦେଖଣା
ମନ ପତଳା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ପତଳା କରିବା
|
(ମନ ପାତଳ[ଳା] କରିବା—ଅନ୍ୟରୂପ)
[ମନ ଦମ (ଟାଣ)କରିବା—ବିପରୀତ]
ଦେଶଜ - କ୍ରିୟାପଦ - (ସଂସ୍କୃତ - ମନସ୍+ପତ୍ରଳ)
[ସମ୍ପାଦନା]- ୧. ଧୈର୍ଯ୍ୟ ବା ଦମ୍ଭ ହରାଇବା —୧. To lose partience or fortitude.
- ୨. ଭୀତ ହେବା —୨. To fear; to be afraid.