Jump to content

ମନ ପାଇବା

ଉଇକିଅଭିଧାନ‌ରୁ

ମନ ପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନଃ+ପ୍ରାପ ଧାତୁ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ହୃଦ୍ଗତ ଭାବକୁ ହୃଦୟଙ୍ଗମ କରିବା — ୧. To fathom a person's mind.

[ଉ—ଏକଇଁ ଫଳ ଏକ ଦେବା, ଆରେକ ମନ ନ ପାଇବା—ଭୂପତି ପ୍ରେମପଞ୍ଚାମୃତ]

୨. ଚିତ୍ତ ରଞ୍ଜନ କରିବା —୨. To please a person.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି କାର୍ଯ୍ୟରେ ସିଦ୍ଧି ବା ପ୍ରଶଂସା ଲାଭ କରିବା ଯୋଗୁଁ ଭିବିଷ୍ୟତରେ ସେହିପରି କର୍ମ କରିବା ପାଇଁ ହୃଦୟରେ ସାହସ ବା ଉତ୍ସାହ ଜନ୍ମିବା —୧. Being encouraged to do a similar act, having once been praised or rewarded for it.
୨. କୌଣସି କାର୍ଯ୍ୟରେ ମନର ପ୍ରସନ୍ନତା ଜନ୍ମିବା —୨. Satisfaction.