ମନ ପୂରିବା
ଦେଖଣା
ମନ ପୂରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ପୂରିବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନ+ପୂର୍ଣ୍ଣ)
[ସମ୍ପାଦନା]ମନସ୍କାମନା ସଫଳ ହେବା — The fructification or fulfilment of one's desire.
[ଉ—ସେ କଥା ଅନ୍ୟଥା ନୋହିବ, ଅବଶ୍ୟ ତୋ ପୂରିବ—ଜହନ୍ନାଥ. ଭାଗବତ]