Jump to content

ମନ ପୋଡ଼ିବା

ଉଇକିଅଭିଧାନ‌ରୁ

ମନ ପୋଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନ ପୋଡ଼ିଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନଃ+ପୁଟ୍ ଧାତୁ)

[ସମ୍ପାଦନା]

ଅନ୍ୟର ମନକୁ ଦୁଃଖିତ କରିବା —To cause grief to another person.

ଅନୁବାଦ

[ସମ୍ପାଦନା]

(ମନ ପୋଡ଼ିଯିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନରେ ଗଭୀର ଦୁଃଖ ବା ବିରକ୍ତ ଜାତ ହେବା —୧. Grave displeasure of grief.
୨. କୌଣସି ବିଷୟ ପ୍ରତି ପୂର୍ବ ଉତ୍ସାହର ଲକ୍ଷିତ ବା ଆଗ୍ରହର ଲୋପ —୨. The abatement of one's zeal for a certain matter.