Jump to content

ମନ ଫଟା

ଉଇକିଅଭିଧାନ‌ରୁ

ମନ ଫଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ସ୍ଫଟ୍ ଧାତୁ)

[ସମ୍ପାଦନା]
୧. ବନ୍ଧୁଦ୍ୱୟଙ୍କ ମଧ୍ୟରେ ମନୋମାଳିନ୍ୟ ବା ମାନସିକ ଅପ୍ରସନ୍ନତା — ୧. Dissension between two friends.
୨. ମନୋଦୁଃଖ —୨. Sorrow; mental pang.
୩. ଉତ୍ସାହବଙ୍ଗ —୩. Abatement of zeal.

[ଉ—ଆମ୍ଭର ଏହି ଦଶା ଦେଖି ମନଫଟା, ନ କରି ଯୁଦ୍ଧ କରି ନିଅ ହେ ଯଶୁଟା—କୃଷ୍ଣସିଂହ. ମହାଭାରତ. ବିରାଟ]