Jump to content

ମନ ଫାଟିବା

ଉଇକିଅଭିଧାନ‌ରୁ

ମନ ଫାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମନଫିଟିଯିବା, ମନ ଫାଟିଯିବା—ଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଇ ଦଣଙ୍କର ମନମାଳିନ୍ୟ ବା ଏକତାର ଲୋପ ଘଟିବା — ୧. The cropping up of discord or spilt between two persons.

(ଉ—ରଜାମାନଙ୍କର ଜଣକୁ ସେନାପତି, କଲେ ମନ ଫିଟିଯିବ ହେ ମହାମତି— କୃଷ୍ଣସିଂହ. ମହାଭାରତ. ଭୀଷ୍ନ)

୨. କୌଣସି ବିଷୟ ପ୍ରତି ବିରାଗ ଜନ୍ମିବା —୨. Becoming apathetic or averse to any thing.