Jump to content

ମନ ଫିକା ପଡ଼ିଯିବା

ଉଇକିଅଭିଧାନ‌ରୁ

ମନ ଫିକା ପଡ଼ିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନ ଫିକା ହେବା—ଅନ୍ୟରୂପ)

(ମନ ମଉଳିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ଆରବୀ - ଫକା)

[ସମ୍ପାଦନା]
୧. ନିରୁତ୍ସାହ ହେବା; ମନ ମରିଯିବା; ଆଗ୍ରହର ଲୋପ — ୧. Becoming discouraged or deviod of zeal.
୨. ବିରସ ହେବା — ୨. Being dejected.