Jump to content

ମନ ଫୁଲଣା

ଉଇକିଅଭିଧାନ‌ରୁ

ମନ ଫୁଲଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନଫୁଲାଣିଆ—ଅନ୍ୟରୂପ)

(ମନଫୁଲାଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ସଂସ୍କୃତ - ମନସ୍+ସ୍ଫୀତ)

[ସମ୍ପାଦନା]
୧. ଚିନ୍ତାଶୂନ୍ୟ — ୧. Free from anxiety.
୨. ହୃଷ୍ଟ— ଚିତ୍ତ; ଫୂର୍ତ୍ତିବାଜ୍ —୨. Merry.
୩. ଯେଉଁ ଲୋକ ସଂସାରର ଦୁଃଖକୁ ଦୁଃଖ ବୋଲି ମନରେ ଘେନେ ନାହିଁ —୩. Happy-go-lucky (person).

[ଉ—ମନ ଫୁଲାଣିଆ ଗୀତ ଗାଏ, ଅଶୋକା ନାରୀ ବାପଘର ଯାଏ—ଢଗ]