Jump to content

ମନ ଫେରଣ

ଉଇକିଅଭିଧାନ‌ରୁ

ମନ ଫେରଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଖ୍ରୀଷ୍ଟିୟାନ୍ ପାଦ୍ରୀମାନଙ୍କ ସୃଷ୍ଟି ଶବ୍ଦ; ସଂସ୍କୃତ - ମନଃ +ପ୍ରତ୍ୟାବର୍ତ୍ତନ)

[ସମ୍ପାଦନା]
୧. ମାନସିକ ଅବସ୍ଥାର ବା ମନୋବୃତ୍ତିର ବା ଧାରଣାର ପରିବର୍ତ୍ତନ — ୧. Change of one's mental condition, mentality or outlook.
୨. ଅନୁ— ତାପ —୨. Remorse; repentance.