ମନ ବଢ଼ିବା
ଦେଖଣା
ମନ ବଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ବଢ଼ିବା
|
(ମନ ବଢ଼ି ଯିବା—ଅନ୍ୟରୂପ)
ଦେଶଜ - ବି—(ସଂସ୍କୃତ - ମନଃ+ବୃଦ୍ଧି)
[ସମ୍ପାଦନା]- ୧. ମନ ବଳିବା (ଦେଖ) - —୧. Mana baḻibā (See)
[ଉ—ତାର କରଣ ସେବା ଛାଡ଼ି ଯୁବା ପୁରୁଷେ ମନ ବଢ଼ି ଭାଗବତ]
- ୨. ଆସକ୍ତିର ଆଧିଧ୍କ୍ୟ —୨. Having excess of attachment; being enamoured.
- ୩. ମନ ପାଇବା (ବି) (୧) ଦେଖ — ୩. Mana pāibā (noun) (୧) (See)