ମନ ବଳିବା
ଦେଖଣା
ମନ ବଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ବଳିବା
|
ଦେଶଜ - ବି—(ସଂସ୍କୃତ - ମନସ୍+ବୃଦ୍ଧି)
[ସମ୍ପାଦନା]- ୧. କୌଣସି କାର୍ଯ୍ୟ କରିବା ପାଇଁ ମନରେ ଦୃଢ଼ ପ୍ରତିଜ୍ଞାର ବା ଲାଳସାର ବା ଆସକ୍ତିର ଉଦ୍ରେକ —୧. Hankering after or determination to do a thing; being bent oin doing a thing
(ଉ—ପୁଣି ଜଳିବାକୁ ଏଦେହ ପରା ବଳିଛି ମନ ରାଧାନାଥ. ଚନ୍ଦ୍ରଭାଗା)
- ୨. କୌଣସି ବ୍ୟକ୍ତି ପ୍ରତି ପ୍ରଣୟାସକ୍ତି ଜନ୍ମିବା — ୨. Being enamoured of a person.