Jump to content

ମନ ବହଲା

ଉଇକିଅଭିଧାନ‌ରୁ

ମନ ବହଲା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ବା କାର୍ଯ୍ୟଦ୍ୱାରା ଖିନ୍ନ— ହୃଦୟ ବ୍ୟକ୍ତିର ମନରେ ପ୍ରସନ୍ନତା ଜନ୍ମେ — ୧. (any person of act) Diverting the mind of a person from grief or sad thoughts.
୨. ମନ ଭୁଲାଣିଆ (ଦେଖ) - — ୨. Mana bhulāṇiā (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଖିନ୍ନ ହୋଇ ଥିବା ମନର ପ୍ରସନ୍ନତା ଜନ୍ମିବା —Diversion of one's mind from grief or sad thoughts.