Jump to content

ମନ ବହଲେଇବା

ଉଇକିଅଭିଧାନ‌ରୁ

ମନ ବହଲେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନ ବହଳିବା—ବିଶେଷ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]
୧. ଦୁଶ୍ଚିନ୍ତାରୁ ବା ଶୋକରୁ ଆପଣାର ବା ପରର ମନକୁ ପ୍ରସନ୍ନତା ଆଡ଼କୁ ଆଣିବା —୧. To divert one's own or another's mind from grief or sad thought.
୨. ମନ ଭୁଲାଇବା (ଦେଖ) - —୨. Mana bhulāibā (See)