ମନ ବିକିହେବା
ଦେଖଣା
ମନ ବିକିହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ବିକିହେବା
|
(ମନ ସମ୍ପିଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ମନ+ବି+କ୍ରୀ ଧାତୁ)
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିର ସମ୍ପୂର୍ଣ୍ଣ ବଶ ହେବା; ଅନ୍ୟ ବ୍ୟକ୍ତି—ଠାରେ ଆପଣାର ମନକୁ ସମର୍ପଣ କରିବା — ୧. To offer full homage to a person; to sell one's heart to a person.
- ୨. ଅନ୍ୟଠାରେ ପୂର୍ଣ୍ଣରୂପେ ଆସକ୍ତ ହେବା —୨. To be completely attached to or enamowerd of a person.