ମନ ବିଗାଡ଼ିବା
ଦେଖଣା
ମନ ବିଗାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ମନବିଗ(ଗି)ଡ଼ା(ଡ଼େ)ଇବା—ଅନ୍ୟରୂପ]
(ମନବିଷା[ଷେ]ଇ ଦେବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ବିକାର)
[ସମ୍ପାଦନା]- ୧. ଅନ୍ୟର ମନରେ ବିରକ୍ତିଭାବ ଜନ୍ମାଇବା —୧. To bring about or sow seeds of displeasure in another's mind.
- ୨. ମନୋମାଳିନ୍ୟ ଘଟାଇବା — ୨. To bring about mental rupture or discord between ୨ persons.