Jump to content

ମନ ବିଗିଡ଼ିବା

ଉଇକିଅଭିଧାନ‌ରୁ

ମନ ବିଗିଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନଭାଙ୍ଗିବା, ମନବିରିସିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ବିକାର)

[ସମ୍ପାଦନା]
୧. ମନୋଭଙ୍ଗ; ମନୋଦୁଃଖ —୧. Dejection.
୨. ଅପଡ଼; ମନ ଛାଡ଼ିଯିବା; ମୋନମାଳିନ୍ୟ ଖଟିବା —୨. Mental difference.