ମନ ବୁଝିବା
ଦେଖଣା
ମନ ବୁଝିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମନବୁଝାଯିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନଃ+ବୋଧ)
[ସମ୍ପାଦନା]- ୧. ମନବୋଧ ହେବା; ମନରେ ଶାନ୍ତି ହେବା —୧. Satisfaction or pacification of mind.
- ୨. ସାନ୍ତ୍ୱନା ପାଇବା; ଆଶ୍ୱସ୍ତ ହେବା — ୨. Consolation.
ଅନୁବାଦ
[ସମ୍ପାଦନା]ମନ ବୁଝିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମନ କଳିବା (ଦେଖ) - —୧. Mana kaḻibā (See)
- ୨. ମନ ବସିବା (ଦେଖ) - —୨. Mana kasibā (See)
- ୩. ମନ ଜଗିବା (ଦେଖ) - —Mana jagibā (See)