Jump to content

ମନ ବ(ଳେ)ଇବା

ଉଇକିଅଭିଧାନ‌ରୁ

ମନ ବ(ଳେ)ଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ମନଃ+ବୃଦ୍ଧି)

[ସମ୍ପାଦନା]

କୌଣସି କାର୍ଯ୍ୟ କରିବାକୁ ଦୃଢ଼ସଂକଳ୍ପ କରିବା ବା ଲାଳାୟିତ ହେବା —To do a determined or resolved to do a thing; to be bent upon doing a thing.

(ଉ—ଚଳାଚଳ ନୟନ ଢଳା ରସକୁ ମନ ବଳାଅରେ କବିସୂର୍ଯ୍ୟ. ସଙ୍ଗୀତ)