Jump to content

ମନ ଭଙ୍ଗାଇବା

ଉଇକିଅଭିଧାନ‌ରୁ

ମନ ଭଙ୍ଗାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦୁଇଜଣଙ୍କ ମଧ୍ୟରେ ମନୋ— ମାଳିନ୍ୟ ଘଟାଇବା —୧. To cause mental rupture between two persons.
୨. ବିରକ୍ତି ଜାତ କରାଇବା — ୨. To sow seeds of displeasure.
୩. କୁହା— ବୋଲା କରି କୌଣସି ସଂକଳ୍ପିତ କାର୍ଯ୍ୟରୁ ନିବୃତ୍ତ କରିବା — ୩. To induce a person to desist from a resolve.