Jump to content

ମନ ଭୁଲାଇବା

ଉଇକିଅଭିଧାନ‌ରୁ

ମନ ଭୁଲାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନସ୍+ବିହ୍ୱଳ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ମନକୁ ତାହାର ସଂକଳ୍ପରୁ କୌଶଳକ୍ରମେ ଟଳାଇ ଦେବା — ୧. To shrewdly cause a person to deviate from one's resolve.
୨. ଚିତ୍ତ ମୁଗ୍ଧ କରିବା —୨. To enchant a person.