ମନ ଭୁଲାଣିଆ
ଦେଖଣା
ମନ ଭୁଲାଣିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ଭୁଲାଣିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି କୌଶଳକ୍ରମେ ଅନ୍ୟର ମନକୁ ସଂକଳ୍ପରୁ ଭ୍ରଷ୍ଟ କରେ ବା ଟଳାଏ —୧. Shrewdly causing a person to deviate from one's resolve.
- ୨. ଯେଉଁ କାର୍ଯ୍ୟଦ୍ୱାରା ମନୁଷ୍ୟର ମନ ମୌଳିକ ସଂକଳ୍ପରୁ ଭ୍ରମରେ ଟଳିଯାଏ —୨. (work) Which causes a man to deviate from his original resolve unawares.
- ୩. ଚିତ୍ତମୁଗ୍ଧକର — ୩. Fascinating; enchanting.