ମନ ମକଚି ହୋଇଯିବା
ଦେଖଣା
ମନ ମକଚି ହୋଇଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ମକଚି ହେବା, ମନ ମକଚି ହୋଇ ରହିବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମନ ମରିଯିବା; ମନରେ କୌଣସି ବିଷୟ ପ୍ରତି ତୁଚ୍ଛ ଭାବ ଜନ୍ମିବା —୧. Becoming disgusted or apathetic towards a matter.
- ୨. ଉପାୟନ୍ତର— ବିହୀନ ହୋଇ ନିଶ୍ଚେଷ୍ଟ ହେବା —୨. Desisting from exertion, having no other alternative.