ମନ ମତା
ଦେଖଣା
ମନ ମତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମନମତୁଆ—ଅନ୍ୟରୂପ)
ମନମତୀ, ମନମତେଈସ୍ତ୍ରୀ
ଦେଶଜ - ବିଶେଷଣ - (ବଙ୍ଗାଳୀ - ମଦୋନ୍ନତ୍ତ)
[ସମ୍ପାଦନା]- ୧. କାମାଚାରୀ; ସ୍ୱୈର; ଯେ ଆପଣା ଇଚ୍ଛାମୁତାବକ କାମ କରେ —୧. Despotic; arbitrary.
- ୨. ହର୍ଷୋନ୍ନତ୍ତ —୨. Mad with joy.
- ୩. ମଦୋ— ନ୍ନତ୍ତ —୩. maddened with pride.
- ୪. ଯେଉଁ ବ୍ୟକ୍ତି ଅନ୍ୟର ମନକୁ କୌଣସି ବଷୟ ପ୍ରତି ମତ୍ତ କରାଏ — ୪. Causing another to become mad after a thing; maddening.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଉନ୍ନତ୍ତତା)
[ସମ୍ପାଦନା]କୌଣସି ବିଷୟ ପ୍ରତି ଅଳ୍ପକାଳସ୍ଥାୟୀ ଅତ୍ୟନ୍ତ ଲାଳସା ବା ଝୁଙ୍କ