Jump to content

ମନ ମରିଯିବା

ଉଇକିଅଭିଧାନ‌ରୁ

ମନ ମରିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମନ ମରିବା, ମନ ଛାଡ଼ିଯିବା—ଅନ୍ୟରୂପ)

ଦେଶଜ - ବି—(ସଂସ୍କୃତ - ମନ୍ସ+ମୃ ଧାତୁ)

[ସମ୍ପାଦନା]

ପ୍ରଥମେ ଅନୁରାଗ ଜନ୍ମିଥିବା ବିଷୟ ପ୍ରତି ଉତ୍ସାହ କମିଯିବା — Abatement of one's enthusiasm for a thing.

[ଉ—ତେଲିଆ ସାରୁ, ମନ ମରି ଗଲା ସେହି ପହରୁ ଢଗ]