ମନ ମାତୁ
ଦେଖଣା
ମନ ମାତୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ ମାତୁ
|
ମନ କାଢୁ (ଣ୍ଟୁ), (ମନକା(କ)ଣ୍ଡୁ—ଅନ୍ୟରୂପ
ଦେଶଜ - ବି—(ସଂସ୍କୃତ - ମନସ୍+ମତ୍ତତା)
[ସମ୍ପାଦନା]- ୧. ମନର ଉନ୍ମାଦ; ମାନସିକ କଣ୍ଡୁ; ମନର ଅତିରିକ୍ତ ପ୍ରଫୁଲ୍ଲତା — ୧. Mental itching; buoyancy of spirits.
- ୨. ଦୁଷ୍ଟାମୀ; ପରର ଅନିଷ୍ଟ କରି ବା ପରର କଷ୍ଟ ଦେଖି ପ୍ରବୃତ୍ତି — ୨. Wickedness; wantonness.
- ୩. ଚିତ୍ତ— ଚାଞ୍ଚଲ୍ୟ —୩. Mental restlessness.
- ୪. ଆତ୍ମ— ଗର୍ବ —୪. Self-pride.
- ୫. କୌଣସି ବସ୍ତୁ ବା ବିଷୟ ପ୍ରତି ଅତ୍ୟନ୍ତ ଲାଳସା; ହମ ହମ ହେବା — ୫. Excessive hankering after something.