Jump to content

ମନ ମାନିବା

ଉଇକିଅଭିଧାନ‌ରୁ

ମନ ମାନିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନସ୍ତୁଷ୍ଟି ହେବା —୧. Satisfaction; being satisfied.
୨. ପସନ୍ଦ ସହି ହେବା; ମନୋନୀତ ହେବା — ୨. Being according to one's choice or liking.
୩. ଅନୁଭବଦ୍ୱାରା ଜ୍ଞାନ ଜନ୍ମିବା —୩. Wisdomresulting from one's experience.