ମନ ମାଫିକେ
ଦେଖଣା
ମନ ମାଫିକେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମନକୁ ଲାଖି, ମନ ଲାଖି, ମନକୁ ଚାହିଁ, ମନ ମୁତାବକଅନ୍ୟରୂପ
ଦେଶଜ - ବିଶେଷଣ - (ସଂ ମନଃ+ଆରବୀ - ମୁଆପିକ୍)
[ସମ୍ପାଦନା]ମନକୁ ଚାହିଁ; ମନୋମତ; ଅଭୀଷ୍ଟ ମୁତାବକ — Suiting one's wishes or taste; as one would like to have.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଆପଣାର ଇଚ୍ଛା ଅନୁସାରେ —According to one's wish or desire.