Jump to content

ମନ ମାରିବା

ଉଇକିଅଭିଧାନ‌ରୁ

ମନ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମନସ୍+ମୃ ଧାତୁ ଣିଚ=ମାରି ଧାତୁ)

[ସମ୍ପାଦନା]
୧. ମନ ଦୁଃଖ କରିବା; ବିରସ ହେବା — ୧. To feel sorry; to assume a sorrowful attitude; to be depressed.
୨. ତୁଚ୍ଛ ଜ୍ଞାନ କରିବା —୨. To feel abhorence for; to consider insignificant.
୩. ବିରତ ହେବା —୩. To desist from.

(ଉ— ଆମୋଦରୁ ମନମାରି ଦେଲୁ ରାଧାନାଥ. ଇତାଲୀୟ ଯୁବା)



ମନ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ନିଜର ମନକୁ ବିରସ କରିବା