Jump to content

ମନ ମିଳାପୀ

ଉଇକିଅଭିଧାନ‌ରୁ

ମନ ମିଳାପୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମନସ୍+ସଂସ୍କୃତ - ମିଳନ)

[ସମ୍ପାଦନା]

ମନ ମିଳୁଥିବା; ଯେଉଁ ବ୍ୟକ୍ତି ସଙ୍ଗେ ଘନିଷ୍ଟତା ଥାଏ; ସୁହୃତ୍ — Very intimate (friend).

[ଦ୍ରଷ୍ଟବ୍ୟ —ମାସେ ଦୁଇମାସରେ ଚାରିମାସ ଛମାସରେ ଟୋକୀଠାରୁ ବୁଢ଼ୀ, ଟୋକାଠାରୁ ବୁଢ଼ାଯାଏ ସାଙ୍ଗ, ମନ ମିଳାପୀ ଲୋକ ଦେଖିଲେ x x x x ପରସ୍ପରକୁ ସାବଧାନ କରାଇ ଦିଅନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ]