Jump to content

ମନ ମେଳ

ଉଇକିଅଭିଧାନ‌ରୁ

ମନ ମେଳ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନସ୍+ମିଳନ)

[ସମ୍ପାଦନା]

ଦୁଇ ଜଣଙ୍କ ମଧ୍ୟରେ ସଭାବ; ସୌହାର୍ଦ୍ଦ୍ୟ —

ଅନୁବାଦ

[ସମ୍ପାଦନା]
(ମନ ମିଳିବା—ଅନ୍ୟରୂପ) 

Good feelings or intimacy between two persons.